ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସୁରକ୍ଷା ସମୀକ୍ଷା; ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଲେ- ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୪୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ, ସଭା ଭିତରକୁ ପାଣି ପାଉଚ୍ ଓ ପାଣି ବୋତଲ୍ ମନା, ବରୁଣେଇ ପାହାଡ଼କୁ ସ୍ୱତନ୍ତ୍ର ଫୋର୍ସ ଦ୍ୱାରା କର୍ଡନ କରାଯିବ

You might also like