ଖଲ୍ଲିକୋଟ: ବେଗୁନିଆପଡ଼ା ଜନତା ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟ କ୍ୱାରେଣ୍ଟିନ କେନ୍ଦ୍ରରୁ ପଳାଇଲେ ସୁରତ ଫେରନ୍ତା; ଖାଦ୍ୟ ଓ ପାନୀୟ ନ ମିଳିବା ଅଭିଯୋଗ ଆଣି କ୍ୱାରେଣ୍ଟିନ କେନ୍ଦ୍ର ଛାଡ଼ିଲେ, ପ୍ରଶାସନ ପକ୍ଷରୁ ଶ୍ରମିକଙ୍କୁ ବୁଝାସୁଝା ଚାଲିଥିବା ସୂଚନା

You might also like