ଖଲାସ ଅଭିଯୁକ୍ତଙ୍କ ପକ୍ଷରୁ ଧମକ ମିଳୁଥିବା କହିଲେ ପିପିଲି ପୀଡ଼ିତାଙ୍କ ମା’: ସେ ସୁରକ୍ଷା ମାଗିବା ସହିତ କ୍ରାଇମବ୍ରାଞ୍ଚ ଠିକ୍ ଢଙ୍ଗରେ ତଦନ୍ତ କରିନାହିଁ ବୋଲି କହିଛନ୍ତି, ଏହା ସହ ସେ ସିବିଆଇ ତଦନ୍ତ ଦାବି କରିଛନ୍ତି

You might also like