କ୍ୱାରେଣ୍ଟାଇନ୍ ଖିଲାପକାରୀଙ୍କୁ ସାବାଡ୍ ପାଇଁ ମୁଖ୍ୟ ସଚିବଙ୍କ କଡ଼ା ନିର୍ଦ୍ଦେଶ: କହିଲେ- ସରପଞ୍ଚମାନେ ନିଜ ନିଜ ଅଞ୍ଚଳରେ ଏହା ତଦାରଖ କରିବେ, ଯଦି କେହି ନ ମାନନ୍ତି ଜିଲ୍ଲାପାଳ କିମ୍ବା ଅନ୍ୟ ଅଧିକାରୀଙ୍କୁ ଜଣାଇବେ, ଯେଉଁମାନେ ଖିଲାପ କରିବେ ଆଜିଠୁ କାର୍ଯ୍ୟାନୁଷ୍ଠାନ ହେବ

You might also like