କୋରାପୁଟ: ଭାଲୁମୁସ୍କା-ଲିଲିଗୁମା ମଧ୍ୟରେ ରେଲୱେ ଲାଇନ୍‌ରେ ବିଦ୍ୟୁତ୍‌ ତାର ଛିଡ଼ିଯିବାରୁ ଟିକିରିରେ ବିଶାଖାପାଟଣା-କୋରାପୁଟ ଡିଏମ୍ୟୁ, ଭାଲୁମୁସ୍କାର ରାଉରକେଲା ଏକ୍ସପ୍ରେସ୍, ଶିକରପାଇରେ ହୀରାଖଣ୍ଡ ଏକ୍ସପ୍ରେସ୍ ଅଟକିଛି

You might also like