କୋରାପୁଟ ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କଲେ ମହିଳା ନକ୍ସଲ ତୁଳସୀ ଉଲାକା ଓରଫ୍ ସଙ୍ଗୀତା: ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସ୍ପେଶାଲ ଜୋନାଲ୍ କମିଟିର ସଦସ୍ୟା ଥିଲେ ସଙ୍ଗୀତା, ନାରାୟଣପାଟଣା ଅଞ୍ଚଳରେ ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ ସକ୍ରିୟ ଥିଲେ, ସଙ୍ଗୀତାଙ୍କ ମୁଣ୍ଡ ଉପରେ ଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି

You might also like