କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମିଳି ନ ପାରେ କଂଗ୍ରେସ ଟିକେଟ, ସୂଚନା ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ; କହିଲେ- ସଗରିଆଙ୍କ ବିଷୟରେ ଶୃଙ୍ଖଳା କମିଟିରେ ଆଲୋଚନା କରାଯାଇଛି,ତାଙ୍କ ଆଚରଣ ପରିବର୍ତ୍ତନ ହେଲେ ଟିକେଟର ସମ୍ଭାବନା ଅଛି

You might also like