କୋରାପୁଟରେ ଅନ୍ତଃରାଜ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ବୈଠକରେ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତ୍ତୀ ଜିଲ୍ଲାର ଏସ୍‌ପି ସାମିଲ, ଅଧ୍ୟକ୍ଷତା କରୁଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ପୁଲିସ୍‌ ଡିଆଇଜି ହିମାଂଶୁ ଲାଲ୍, ନିର୍ବାଚନ ବେଳେ ନକ୍ସଲ କାର୍ଯ୍ୟକଳାପ ନିୟନ୍ତ୍ରଣ ନେଇ ଆଲୋଚନା

You might also like