କୋଭିଡ୍ ହସ୍ପିଟାଲର ବେଡ୍ ସଂଖ୍ୟା ବୃଦ୍ଧି ସହ ପ୍ରତିଷ୍ଠା ହେବ ନୂଆ କୋଭିଡ୍ ହସ୍ପିଟାଲ, କଟକ, ଖୋର୍ଦ୍ଧା ଓ କୋରାପୁଟରେ ବେଡ୍ ସଂଖ୍ୟା ବୃଦ୍ଧି ସହ ପ୍ରତିଷ୍ଠା ହେବ ନୂଆ ହସ୍ପିଟାଲ, ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

You might also like