କୋଭିଡ୍ର ସାଂପ୍ରତିକ ସ୍ଥିତିକୁ ନେଇ DMET ସିବିକେ ମହାନ୍ତି କହିଲେ- ବର୍ତ୍ତମାନ ରାଜ୍ୟରେ କୋଭିଡ୍ କେସ୍ ସଂଖ୍ୟା କମୁଛି। ଏବେ ଲକ୍ଡାଉନ୍ର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡ଼ାଇ ହେବନି Edited By OTV Khabar Bureau | By Rajalaxmi Sahoo On Feb 20, 2021 Share Share