କୋବିଡ୍‌୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଆଗକୁ ଆସୁଛି ଚତୁର୍ଥ ପର୍ଯ୍ୟାୟ, ଯାହା ଆମ ପାଇଁ ଏକ ଆହ୍ୱାନ; ଲକଡାଉନ ଦିନେ ଖୋଲିବ, ବାହାରେ ଥିବା ଓଡ଼ିଶା ଲୋକେ ଫେରିବେ; ଆକଳନ ଅନୁଯାୟୀ ପ୍ରାୟ ୫ ଲକ୍ଷ ଲୋକ ଓଡ଼ିଶାକୁ ଫେରିବେ; ଅଧିକ ସଂକ୍ରମିତ ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନାରୁ ଫେରିବେ

You might also like