କୋଣାର୍କ: ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଡଙ୍ଗାରେ ଗଲେ ଅସ୍ତରଙ୍ଗ ତାଳଦା ଦ୍ୱୀପାଞ୍ଚଳ ପଡ଼ିଆରୀ ସ୍କୁଲର ୪୦ ଜଣ ଛାତ୍ରଛାତ୍ରୀ; ତାଳଦା ସେତୁ ନିର୍ମାଣ କାମ ଅସଂପୂର୍ଣ୍ଣ ଯୋଗୁ ଡଙ୍ଗାରେ ଗଲେ ଛାତ୍ରଛାତ୍ରୀ

You might also like