କେନ୍ଦ୍ର କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଲେ- ଆଳୁ, ପିଆଜ, ଡାଲି ଓ ତେଲ ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ୍ ଦିଆଯିବ; ଅତ୍ୟାବଶ୍ୟକ ଦ୍ରବ୍ୟରୁ ଏହାକୁ ବାଦ୍ ଦେଲେ ଚାଷୀ ସର୍ବାଧିକ ମୂଲ୍ୟ ପାଇବେ, କେବଳ ଯୁଦ୍ଧ ଭଳି ଜରୁରୀ ସ୍ଥିତି ବେଳେ ନିୟମ ପରିବର୍ତ୍ତନ ହେବ

You might also like