କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସମସ୍ତ ସାଂସଦଙ୍କ ପାଣ୍ଠି ଆସନ୍ତା ୨ ବର୍ଷ ଯାଏ ସ୍ଥଗିତ ରହିବ। ଏ ବାବଦକୁ ୭୯୦୦ କୋଟି କରୋନା ମୁକାବିଲାରେ କନ୍‌ସୋଲିଡେଟେଡ୍‌ ଫଣ୍ଡ ଜରିଆରେ ଖର୍ଚ୍ଚ ହେବ

You might also like