କେନ୍ଦ୍ରାପଡ଼ା BJD ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ସଦର ଥାନାରେ ଏତଲା ଦେଲେ ସ୍ମୃତିରଂଜନ ସ୍ୱାଇଁ: ନିର୍ବାଚନ ବେଳେ ଫ୍ଲେକ୍ସ, ବ୍ୟାନର ଓ ପୋଷ୍ଟର ପ୍ରିଣ୍ଟିଂ ବାବଦକୁ ବାକିଥିବା ୧୧ ଲକ୍ଷ ଟଙ୍କା ନେଇ ଥାନାରେ ଏତଲା

You might also like