କେନ୍ଦ୍ରାପଡ଼ା: ନିକିରାଇ ଥାନା ପାଳକଣା ଗାଁରେ ନିଜ ଘରୁ ଯୁବତୀଙ୍କ ଓଢ଼ଣୀରେ ଝୁଲନ୍ତା ମୃତଦେହ ଉଦ୍ଧାର, ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ, ଯୁବତୀଙ୍କୁ ତାଙ୍କ ବଡ଼ ଭାଇର ସାଙ୍ଗ ଏକତରଫା ପ୍ରେମ କରୁଥିଲେ

You might also like