କେନ୍ଦ୍ରାପଡ଼ା: ନିକିରାଇ ଥାନା ପାଳକଣା ଗାଁରେ ନିଜ ଘରୁ ଯୁବତୀଙ୍କ ଓଢ଼ଣୀରେ ଝୁଲନ୍ତା ମୃତଦେହ ଉଦ୍ଧାର, ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ, ଯୁବତୀଙ୍କୁ ତାଙ୍କ ବଡ଼ ଭାଇର ସାଙ୍ଗ ଏକତରଫା ପ୍ରେମ କରୁଥିଲେ Edited By OTV Khabar Bureau | By Rosalin Rath On Nov 27, 2018 Share Share