କେନ୍ଦୁଝର: ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ,୧୧ ଗୁରୁତର; ଅସୁସ୍ଥଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ବାହାଘର ପାଇଁ ଟେଣ୍ଟ୍ ବାନ୍ଧୁଥିବା କର୍ମଚାରୀ, ରାତିରେ ଟେଣ୍ଟ୍ ବାନ୍ଧିସାରି ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ

You might also like