କେନ୍ଦୁଝର ପାଟଣା ଥାନାରେ IIC ସଂଧ୍ୟାରାଣୀ ଜେନାଙ୍କ ଯୁବକଙ୍କୁ ନିର୍ଘାତ ମାଡ଼ ଘଟଣାରେ ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ, ୪ ସପ୍ତାହରେ ରିପୋର୍ଟ ଦେବାକୁ କେନ୍ଦୁଝର ଏସ୍‌ପି ଓ IIC ଙ୍କୁ ନିର୍ଦ୍ଦେଶ, ପୀଡ଼ିତଙ୍କୁ ତୁରନ୍ତ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

You might also like