କେନ୍ଦୁଝର: ଦୁର୍ଘଟଣାରେ ଆହତ ଯୁବତୀଙ୍କ ଚିକିତ୍ସା ଖର୍ଚ୍ଚ ଦାବିରେ ଯୋଡ଼ା ମ୍ୟୁନିସିପାଲଟି ଅଫିସ ନିକଟରେ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ରାସ୍ତାରୋକ; ରବିବାର କାର୍ ଦୁର୍ଘଟଣାରେ ଜଣେ ଯୁବତୀ ଆହତ ହୋଇଥିଲେ

You might also like