କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୈତରଣୀ ଜଳସେଚନ ବେସିନ୍ ଶାଳପଡ଼ା ଡିଭିଜନ୍ ଜେଇ ନନ୍ଦକିଶୋର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ନନ୍ଦକିଶୋରଙ୍କ ସରକାରୀ କ୍ୱାର୍ଟର୍ସ ଓ ଅଫିସ୍‌ରେ ବି ଚଢ଼ାଉ ହୋଇଛି

You might also like