କୃଷି ଋଣ ଛାଡ଼ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଲେ- ଋଣ ଛାଡ଼ ନେଇ ପ୍ରତିଦ୍ୱନ୍ଦ୍ୱିତାମୂଳକ ବାତାବରଣ ସୃଷ୍ଟି ହୋଇଛି, ଋଣ ଛାଡ଼ ନେଇ କ’ଣ କରାଯିବ ଚିନ୍ତା କରାଯାଉଛି

You might also like