କୃଷି ଋଣ ଛାଡ଼ ନେଇ ରାଜ୍ୟ ସରକାରଙ୍କ ମତ ସଂପୂର୍ଣ୍ଣ ସ୍ପଷ୍ଟ, କୃଷକଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇଛି, ଚାଷୀମାନଙ୍କୁ ଋଣ ଛାଡ଼ ନୁହେଁ, କୃଷି ସହାୟତା ଦରକାର: ଅର୍ଥ ମନ୍ତ୍ରୀ ଶଶି ବେହେରା

You might also like