କୁହୁଡ଼ି ପାଇଁ ଭୁବନେଶ୍ୱର ବିମାନବନ୍ଦରରୁ ଏୟାର ଇଣ୍ଡିଆର ଭୁବନେଶ୍ୱର-ଦିଲ୍ଲୀ ବିମାନ ଉଡ଼ାଣ ବିଳମ୍ବିତ, ସେହିପରି କୋଲକାତା-ଭୁବନେଶ୍ୱର-ଗୌହାଟୀ ଇଣ୍ଡିଗୋ ବିମାନ ଉଡ଼ାଣ ବିଳମ୍ବିତ ହେବ

You might also like