କୁହୁଡ଼ି ପାଇଁ ଭୁବନେଶ୍ୱର ବିମାନବନ୍ଦରରୁ ଚେନ୍ନାଇ-ଭୁବନେଶ୍ୱର-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନ ବିଳମ୍ବିତ, ସେହିପରି କୋଚି-ଭୁବନେଶ୍ୱର-କୋଚି, କୋଲକାତା-ଭୁବନେଶ୍ୱର-ମୁମ୍ବାଇ ବିମାନ ଉଡ଼ାଣ ବିଳମ୍ବିତ ହେବ

You might also like