କୀର୍ତ୍ତିରାଜି ଖୋଲିବା ନେଇ କେନ୍ଦ୍ରର ଅନୁମତି ପରେ ରାଜ୍ୟର ସ୍ପଷ୍ଟୀକରଣ, କାଲିଠୁ କୌଣସି ଧର୍ମାନୁଷ୍ଠାନ ନ ଖୋଲିବାକୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି, ଜୁନ୍ ୩୦ ତାରିଖ ଯାଏଁ ନ ଖୋଲିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବିଜ୍ଞପ୍ତି

You might also like