କାଳ ହେଲା ସେଲଫି ନେବା। ସେଲଫି ନେବାକୁ ଯାଇ ଜଳିଗଲା ଜଣେ ନାବାଳକ। ଟ୍ରେନ୍ ଉପରେ ଛିଡ଼ା ହୋଇ ସେଲଫି ନେବା ବେଳେ ଏହି ଅଘଟଣ ଘଟିଛି।

You might also like