କାଳିଆ ଯୋଜନା ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- ଆପଣମାନେ ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି, ଆପଣମାନେ ଦେଉଥିବା ଚାଉଳ, ପରିବା ମହାପ୍ରସାଦରେ ଲାଗୁଛି, ସେଥିପାଇଁ ଏହି ଯୋଜନାର ନାମ କାଳିଆ ରଖିଲି

You might also like