କାଳିଆ ଯୋଜନା ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- କାଳିଆ ଯାତ୍ରାକୁ କେହି ରୋକିପାରିବେ ନାହିଁ, ଓଡ଼ିଶା ଅର୍ଥନୀତିର ବିକାଶରେ ମାଇଲଖୁଣ୍ଟ ହେବ, ଏହାଦ୍ୱାରା ଆପଣଙ୍କ ଚାଷବାସ, ପରିବାରର ଉନ୍ନତି ହେବ, କାଳିଆ ସାରା ଦେଶକୁ ଏକ ନୂଆ ଦିଶା ଦେଖାଇବ

You might also like