କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ରାହୁଲ ଗାନ୍ଧି, କହିଲେ- ହଠାତ ନବୀନ ପଟ୍ଟନାୟକଙ୍କ ନିଦ ଭାଙ୍ଗିଗଲା, କ୍ଷମତାକୁ ଆସିବାର ଦୀର୍ଘବର୍ଷ ପରେ ଚାଷୀଙ୍କ କଥା ମନେପଡ଼ିଲା, ଆମେ ଛତିଶଗଡ଼ରେ ଋଣ ଛାଡ଼ କରିବାରୁ ତାଙ୍କ ନିଦ ଭାଙ୍ଗିଲା, ଛତିଶଗଡ଼ରେ ଧାନ ଏମଏସପି ବଢ଼ିବାରୁ ସେ ଚେଇଁ ଉଠିଲେ

You might also like