କାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସକାଳ ୧୦ଟା ୩୦ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ, ସ୍ଥାନୀୟ ଏକ ହୋଟେଲରେ ବୁଦ୍ଧିଜୀବୀମାନଙ୍କୁ ଭେଟିବେ, ୨ଟା ୩୦ରେ ତମାଣ୍ଡୋ ମିନି ଷ୍ଟାଡିୟମରେ ସଭାରେ ଯୋଗଦେବେ

You might also like