କାଲିଠୁ ପୁରୀ ଭିତରକୁ ଆବଶ୍ୟକ ନଥିବା ଲୋକଙ୍କୁ ଛଡ଼ା ଯିବନି, ପୁରୀକୁ ଥିବା ୩ଟି ରାସ୍ତାରେ ଘେରାବନ୍ଦୀ କରି ଯାଞ୍ଚ କରାଯିବ; ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ ଓ ଜଗନ୍ନାଥ ସଡ଼କରେ ଯାଞ୍ଚ ହେବ, ପ୍ରବେଶ କରୁଥିବା ଲୋକଙ୍କୁ ସେଠାରେ ତଥ୍ୟ ଦେବାକୁ ପଡ଼ିବ, ଯାଞ୍ଚ ବେଳେ ଆବଶ୍ୟକ ନଥିବା ଲୋକଙ୍କୁ ଭିତରକୁ ଛଡ଼ାଯିବନି 

You might also like