କାଲିଠାରୁ ୩୧ ତାରିଖ ମଧ୍ୟରେ ହେବାକୁ CBSE ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ, କରୋନା ସତର୍କତା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ CBSEର ପଦକ୍ଷେପ; ୧୯ରୁ ୩୧ ମଧ୍ୟରେ ହେବାକୁ ଥିବା ପରୀକ୍ଷାର ତାରିଖ ପରେ ଘୋଷଣା ହେବ

You might also like