କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କହିଲେ-ଘାଟି ରାସ୍ତା ଏଣିକି ସୁରତରୁ ଆସୁଥିବା ବସର ରୁଟ୍ ବଦଳା ଯିବ, ବୌଦ୍ଧ-ଚାରିଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ

You might also like