କଳାହାଣ୍ଡି ଜିଲ୍ଲାରେ ମଧ୍ୟ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ତେଜିଲା: ଆଜି କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଛି କଳାହାଣ୍ଡି ଜିଲ୍ଲା ଓକିଲ ସଂଘ; ସରକାରୀ ଅଫିସ୍ ଓ ବ୍ୟାଙ୍କ ବନ୍ଦ ରହିବ, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡ଼ି ଚଳାଚଳ ବନ୍ଦରୁ ବାଦ୍

You might also like