କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଲେ-ପରିସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି। ଜିଲ୍ଲାପାଳ, ଏସ୍ପିଙ୍କୁ ସଜାଗ ରଖାଯାଇଛି। ଯଦି ପରିସ୍ଥିତି ବିଗିଡ଼ି, ତା’ହେଲେ ଲକ୍ଡାଉନ୍ ହୋଇପାରେ Edited By OTV Khabar Bureau | By Rajalaxmi Sahoo On Feb 22, 2021 Share Share