କରୋନା ସତର୍କତା: ସରକାରୀ କର୍ମଚାରୀଙ୍କ ଉପରେ କଟକଣା, ୨୦ରୁ ମାର୍ଚ୍ଚ ୩୧ ଯାଏ ଗ୍ରୁପ ସି ଓ ଡି କର୍ମଚାରୀ ଅଫିସ ଆସିବେନି; ଗ୍ରୁପ୍ ଏ ଓ ବି କର୍ମଚାରୀ ପୂର୍ବପରି ଅଫିସ ଆସିବେ, ଜିଲ୍ଲା ସ୍ତରରେ କେଉଁ କର୍ମଚାରୀ ଆସିବେ ଜିଲ୍ଲାପାଳ ନିଷ୍ପତ୍ତି କରିବେ

You might also like