କରୋନା ସତର୍କତା: ରାଜଧାନୀରେ ଜିଞ୍ଜର, ଏମ୍ପାୟର୍ସ ଓ ହୋଟେଲ କଳିଙ୍ଗ ଅଶୋକରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା; ଏଥିପାଇଁ ଦୈନିକ ଦେବାକୁ ପଡ଼ିବ ୨୫୦୦ ଟଙ୍କା; ହୋଟେଲରେ ରହିବ ଜଳଖିଆ, ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ବ୍ୟବସ୍ଥା; ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା Edited By OTV Khabar Bureau | By Abinash Pati On Mar 18, 2020 Share Share