କରୋନା ସଂପର୍କରେ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଏଯାବତ ରାଜ୍ୟରେ ମୋଟ ୪୭ଟି ସାମ୍ପଲ ଟେଷ୍ଟ କରାଯାଇଛି, ୪୭ରୁ ୪୬ ନେଗେଟିଭ ଓ ଜଣେ ମାତ୍ର ପଜିଟିଭ; ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧିନ ଅଛନ୍ତି, ତାଙ୍କ ଅବସ୍ଥା ଭଲ ଅଛି; ଗତକାଲି ୧୨ଟି ସାମ୍ପଲ ଆସିଥିଲା, ସମସ୍ତ ୧୨ ନେଗେଟିଭ ଅଛି

You might also like