କରୋନା ସଂପର୍କରେ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଆଜି ଦିନ ୨ଟା ସୁଦ୍ଧା ୨୧୩୧ ଜଣ ବିଦେଶାଗତ ରେଜିଷ୍ଟ୍ରି କରିଛନ୍ତି, ଆସିଥିବା ୨୧୩୧ ଲୋକ ୮୦ଟି ଦେଶରୁ ଫେରିଛନ୍ତି; ଆସିଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ୨୦% ୟୁଏଇରୁ ଆସିଛନ୍ତି, ସର୍ବାଧିକ ଖୋର୍ଦ୍ଧା ଓ ଦ୍ୱିତୀୟରେ କଟକ ଜିଲ୍ଲାକୁ ଲୋକ ଆସିଛନ୍ତି

You might also like