କରୋନା ସଂପର୍କରେ ଜିଲ୍ଲାଓ୍ୱାରୀ ତଥ୍ୟ ଦେଲେ ରାଜ୍ୟ ସରକାର: ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ ଆକ୍ରାନ୍ତ; ୨୩ ଚିକିତ୍ସାଧୀନ, ୨୨ ସୁସ୍ଥ, ଜଣେ ମୃତ; ଯାଜପୁର ଜିଲ୍ଲାରେ ୧୮ ଆକ୍ରାନ୍ତ, ୧୭ ଚିକିତ୍ସାଧୀନ, ଜଣେ ସୁସ୍ଥ, ଭଦ୍ରକ ଜିଲ୍ଲାରେ ୧୬ ଆକ୍ରାନ୍ତ, ୧୪ ଚିକିତ୍ସାଧୀନ, ୨ ଜଣ ସୁସ୍ଥ ହୋଇଛନ୍ତି

You might also like