କରୋନା ଲଢ଼େଇରେ ସାମିଲ୍ ଆଗଧାଡ଼ିର ଯୋଦ୍ଧାଙ୍କ ନିରାପତ୍ତା ନେଇ ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି, ସେବା ଯୋଗାଉଥିବା କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେ ଡାଟାବେସ୍ କର କୋଭିଡ୍-୧୯ ପାଇଁ ପୃଥକ ଡାଟାବେସ୍ ପ୍ରସ୍ତୁତ କରି ମନିଟରିଂ ପାଇଁ ନିର୍ଦ୍ଦେଶ

You might also like