କରୋନା ମୃତ୍ୟୁର ଅଡିଟ୍ ପାଇଁ ସାଂସଦ ସପ୍ତଗିରି ଉଲାକାଙ୍କ ଦାବି, ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି, ତାହା ସାର୍ବଜନୀନ ହେଉ, ସବୁ କରୋନା ମୃତକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ଦିଆଯାଉ ବୋଲି ଦାବି କଲେ ସପ୍ତଗିରି ଉଲ୍ଲାକା

You might also like