କରୋନା ମୁକାବିଲା ପାଇଁ ଭାରତକୁ ଛୁଟିଛି ସହାୟତାର ସୁଅ। ବିଦେଶରୁ ଆସିବାରେ ଲାଗିଛି ଜରୁରୀ ମେଡିକାଲ୍ ସାମଗ୍ରୀ ଓ ଅକ୍ସିଜେନ୍। ଆମେରିକାରୁ ପଞ୍ଚମ ପର୍ଯ୍ୟାୟରେ ଭାରତକୁ ଆସିଛି ସହାୟତା ସାମଗ୍ରୀ।

You might also like