କରୋନା ଭ୍ୟାକସିନ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD କହିଲେ- ବିଶ୍ୱ ସ୍ତରରେ ଏବେ ୨୪ଟି ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଚାଲିଛି, ୧୪୧ଟି ଭ୍ୟାକସିନ ରିସର୍ଚ୍ଚ ଷ୍ଟେଜରେ ରହିଛି, ୩ଟି ଭ୍ୟାକସିନ ଫାଇନାଲ ଷ୍ଟେଜରେ ରହିଛି; ଆମେରିକା, ବ୍ରିଟେନ ଓ ଚୀନର ୩ଟି ଭ୍ୟାକସିନ ଫାଇନାଲ ଷ୍ଟେଜରେ

You might also like