କରୋନା ପାଇଁ ଲକଡାଉନ ନେଇ ତଳକୋର୍ଟ କାର୍ଯ୍ୟ ଅବଧି ପରିବର୍ତ୍ତନ, ଦିନକୁ ୧ ଘଣ୍ଟା ପାଇଁ କୋର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ସକାଳୁଆ ଚାଲୁଥିବା କୋର୍ଟ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବାକୁ ନିର୍ଦ୍ଦେଶ, ସକାଳ ସିଟିଂ ହେଉନଥିବା କୋର୍ଟ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ

You might also like