କରୋନା ପାଇଁ ନିଜ ସାଂସଦ ପାଣ୍ଠିରୁ କୋଟିଏ ଟଙ୍କା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପ୍ରଧାନମନ୍ତ୍ରୀ ନେସନାଲ୍ ରିଲିଫ୍ ଫଣ୍ଡକୁ ମାସକର ଦରମା ବି ଦେଲେ, କରୋନା ପାଇଁ ସମସ୍ୟାରେ ଥିବା ଲୋକଙ୍କୁ ଏ ରାଶି ସହାୟତା କରିବ, ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

You might also like