କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅଡ-ଇଭିନ କଟକଣା; ବସ, ଟ୍ୟାକ୍ସି, ଅଟୋରିକ୍ସା ଭଳି ପବ୍ଲିକ ଟ୍ରାନ୍ସପୋର୍ଟରେ କଟକଣା; ଅଡ୍‌ ଦିନରେ ଅଡ୍‌ ନମ୍ବର, ଇଭିନ ଦିନରେ ଇଭିନ ନମ୍ବର ଗାଡ଼ି ଚାଲିବ; ଘରୋଇ, ହସ୍ପିଟାଲ, ଜରୁରୀ ସେବା ଗାଡ଼ି ଉପରେ କଟକଣା ନାହିଁ 

You might also like