କରୋନା ପାଇଁ କେନ୍ଦୁଝର ଜିଲ୍ଲାରେ ପାଳନ ହେବନି ରଜ ପର୍ବ, ସଂକ୍ରମଣ ରୋକିବାକୁ କଟକଣା ଜାରି କଲେ ଜିଲ୍ଲାପାଳ, ଆସନ୍ତାକାଲି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ କଟକଣା ଜାରି, ଜିଲ୍ଲାରେ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ, ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଅତ୍ୟାବଶ୍ୟକୀୟ ଦୋକାନ ଖୋଲିବ

You might also like