କରୋନା ପାଇଁ ଇରାନରୁ ଫେରିଲେ ଆଉ ୨୭୫ ଭାରତୀୟ: ସ୍ୱତନ୍ତ୍ର ବିମାନ ଯୋଗେ ରାଜସ୍ଥାନ ଯୋଧପୁରରେ ପହଞ୍ଚିଲେ; ଭାରତୀୟ ବାୟୁସେନାର ୱେଲ୍‌ନେସ୍ ସେଣ୍ଟରରେ ରହିବେ ସମସ୍ତେ, ପୂର୍ବରୁ ଇରାନ୍‌ରୁ ଫେରିଥିବା ୨୭୭ ଭାରତୀୟ ବି ୱେଲନେସ୍ ସେଣ୍ଟରରେ ଅଛନ୍ତି

You might also like