କରୋନା ନେଇ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଏଯାବତ ୩ଟି ପର୍ଯ୍ୟୟକୁ ଆମେ ସଫଳତାର ସହ ପାରି କରିଛୁ; ବାହାରୁ ଆସୁଥିବା ଲୋକଙ୍କ ପଂଜୀକରଣ ଥିଲା ପ୍ରଥମ ପର୍ଯ୍ୟାୟ, ନିଜାମୁଦ୍ଦିନ ଲିଙ୍କ ଓ ତତ୍‌ଜନିତ ସଂକ୍ରମଣ ଥିଲା ୨ୟ ପର୍ଯ୍ୟାୟ, ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ସଂକ୍ରମଣ ହେଉଛି ତୃତୀୟ ପର୍ଯ୍ୟାୟ

You might also like